ଟ୍ରକରେ ଲୁଚି ବିହାର ଯାଉଥିଲେ ୭୦ ଡ୍ରାଇଭର:ଟ୍ରକକୁ ଅଟକ ରଖିଲା ପୋଲିସ

ଝାରସୁଗୁଡ଼ା: ବ୍ରଜରାଜନଗର ଥାନା ଗାନ୍ଧିଛକ ନିକଟରେ ଆଜି ଏକ ଟ୍ରକକୁ ପୁଲିସ ଅଟକ ରଖିଛି। ଏହି ଟ୍ରକ ଡାଲାରୁ ୭୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଲକ୍‌ଡାଉନ ସମୟରେ ଯାନବାହନ ବନ୍ଦ ରହିଥିବା ବେଳେ ମାଲବାହୀ ଗାଡ଼ି ଚାଲୁଥିବାରୁ ଏହି ଲୋକମାନେ ଏହି ଟ୍ରକରେ ବିହାର ଯାଉଥିବା ଜଣାଯାଇଛି। ବ୍ରଜରାଜନଗର ଏସ୍‌ଡିପିଓ ଦିଲୀପ ଦାଶ ଖବର ପାଇ ଚଢ଼ାଉ କରିଥିଲେ। ଟ୍ରକ ଭିତରେ ଲଦାଲଦି ହୋଇ ଏହି ଲୋକ ମାନେ … Continue reading ଟ୍ରକରେ ଲୁଚି ବିହାର ଯାଉଥିଲେ ୭୦ ଡ୍ରାଇଭର:ଟ୍ରକକୁ ଅଟକ ରଖିଲା ପୋଲିସ